ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଅପରାହ୍ନ ୪ଟା ଉନ୍ମୋଚିତ ହେବ ପରୀକ୍ଷା ଫଳ ପୁସ୍ତିକା ଏବଂ ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ।
www.bseodisha.ac.in ଓ bseodisha.nic.inରେ ଦେଖିପାରିବେ।SMS ମାଧ୍ୟମରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes