ଏହି ସମ୍ମିଳନୀରେ ୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ଓ ଅଧିକାରୀ ଯୋଗ ଦେବେ। ସମ୍ମିଳନୀକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। କେନ୍ଦ୍ର ମନ୍ତ୍ରୀ ରାମେମୋହନ ନାଇଡୁ କିଞ୍ଜାରପୁ ଯୋଗ ଦେବେ। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମାହୋଲ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
Credible Local News of Odisha