ଆଜି ପୁରୀ ଯାଇ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ସମୀକ୍ଷା କଲେ 5ଟି ସଚିବ

5ଟି ସଚିବ ଭି.କେ ପାଣ୍ଡିଆନ ଆଜି ପୁରୀ ଯାଇ କୋଣାର୍କ ଚନ୍ଦ୍ରଭାଗାରେ ଏନ୍ଏଚ ସମ୍ପ୍ରସାରଣ କାମ ତଦାରଖ କରିବା ସହ କାର୍ଯ୍ୟ ଅଗ୍ରଗତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଏହା ସହ କାକଟପୁର ଯାଇ ମାଆ ମଙ୍ଗଳାଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଏଲ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes