ଆଜି ପବିତ୍ର ହେରାପଞ୍ଚମୀ ନୀତି July 1, 2025 by Odisha ଅଭିମାନ କରି ନନ୍ଦିଘୋଷ ଭାଙ୍ଗିଛନ୍ତି ମା’ ଲକ୍ଷ୍ମୀ। ଏବେ ରତ୍ନବେଦୀ ଛାଡ଼ି ଜନ୍ମବେଦୀରେ ବିରାଜମାନକରିବେ ଶ୍ରୀଜିଉ।