OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବ୍ରାଇମ୍ବ୍ରାଞ୍ଚ ତନାଘନା ଜାରି ରଖିଥିବା ବେଳେ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ। ୨ ଦିନିଆ ରିମାଣ୍ଡରେ ଆସିବେ ଜିତନ ମହାରଣା ଓ ବିଜୟ ମିଶ୍ର। ଅଧିକ ତଥ୍ୟ ହାସଲ ପାଇଁ ଉଭୟଙ୍କୁ ଜେରା କରିବ କ୍ରାଇମ୍ବ୍ରାଞ୍ଚ।
Credible Local News of Odisha