ଆଜି ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ଗଡ଼ିବ ସ୍ପେଶାଲ ଟ୍ରେନ୍‌

କଟକ, ଭୁବନେଶ୍ୱର ସହ ସମସ୍ତ ମୁଖ୍ୟ ଷ୍ଟେସନରେ ଟ୍ରେନ୍‌ ରହିବ।

ଆବଶ୍ୟକ ହେଲେ ଟ୍ରେନ୍‌ରେ ପାର୍ସଲ ଭ୍ୟାନ୍‌ର ବ୍ୟବସ୍ଥା ରହିବ। ପାର୍ସଲ ଭ୍ୟାନ୍‌ରେ ମୃତଦେହ ନେବାର ସମସ୍ତ ବ୍ୟବସ୍ଥା ରହିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes