ଆଜି ଦିନ ତାପମାତ୍ରା ମାଲକାନଗିରିରେ 41 ଓ ଭୁବନେଶ୍ୱରରେ 37 ଡିଗ୍ରୀ

ଆଜି ଦିନବେଳା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ସେଲସିଅସ ମାଲକାନଗିରିରେ ଥିବା ବେଳେ ବୌଦ୍ଧ ଓ ଟିଟିଲାଗଡ଼ରେ 40.5, ବଲାଙ୍ଗୀରରେ 40.2, ନୟାଗଡରେ 49, ଭୁବନେଶ୍ୱରରେ 37 ଓ କଟକରେ 37.6 ଡିଗ୍ରୀ ରହିଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes