ଆଜି ଦିନ ଗୋଟାଏରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି

ହକି ବିଶ୍ବକପ ଉଦଘାଟନୀ ଉତ୍ସବ ଅବସରରେ ରାଜ୍ୟର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେଉଛି। ଏହାର ସିଧାପ୍ରସାରଣ ଦେଖିବେ ଛାତ୍ରଛାତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version