୧୦୪୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଭେଟି ଦେବେ ରାଜ୍ୟ ସରକାର। ୫୧ ଲକ୍ଷରୁ ଅଧିକ କ୍ଷୁଦ୍ର, ନାମମାତ୍ର ଚାଷୀ ଉପକୃତ ହେବେ। ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଟଙ୍କା।
Credible Local News of Odisha