ଆଜି ଗୁଜୁରାଟ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

୩ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁଞ୍ଜିନିବେଶ ପାଇଁ ଉଦ୍ୟୋଗୀଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିବା ପାଇଁ ଗୁଜୁରାଟର ୪ଟି ସହରରେ ବିଭିନ୍ନ ଉଦ୍ୟୋଗପତିଙ୍କ ସହିତ ରାଉଣ୍ଡଟେବୁଲ୍ ବୈଠକ କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes