କଟକ ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଅନ୍ତିମ ସତ୍କାର ଆଜି ବିଡ଼ାନାସୀସ୍ଥିତ ସତୀଚଉରାରେ ହେବ।
ଗତକାଲି ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା ଦେହାନ୍ତ। ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ଗୀତା ପଟ୍ଟନାୟକ।
Credible Local News of Odisha