ଆଷାଢ ମାସର ଶେଷ ଗୁରୁବାରରେ ପାଳନ ହୋଇଥାଏ ଆଷାଢୀ ପର୍ବ।ପରମ୍ପରା ଅନୁସାରେ ପ୍ରଜାଙ୍କ ମଙ୍ଗଳ ପାଇଁ ଆଜି ମା’ ତାରିଣୀଙ୍କ ଉପବାସ ରହିଛି। ଦିନ ତମାମ ମନ୍ଦିର ପହଡ ପଡି ସନ୍ଧ୍ୟାରେ ମା’ ତାରିଣୀଙ୍କ ସ୍ବତନ୍ତ୍ର ପୂଜା ହେବ। ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ନଡିଆ ରାଣୀ ମା’ ତାରିଣୀ।
Credible Local News of Odisha