ଆଜି କନ୍ଧମାଳ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧରେ ଜନସଭାରେ ସମ୍ବୋଧନ କରିବେ ଜେପି ନଡ୍ଡା।

ଏ ନେଇ ବିଜେପି ବ୍ୟାପକ ପ୍ରସ୍ତୁତି କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes