ଆଜି କଂଗ୍ରେସ ଗାଡ଼ି ଅଟକାଇବନି : ଡ୍ରାଇଭର ମହାସଂଘ

ପିସିସି ସଭାପତି ଅନୁରୋଧ କରିଥିଲେ, ତେଣୁ ଆଜି କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ରାଲିରେ ଗାଡ଼ି ଅଟକାଇବୁନି, ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଆମେ ଆନ୍ଦୋଳନରୁ ହଟିବୁ କହିଛି ଡ୍ରାଇଭର ମହାସଂଘ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes