ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଦିନିକିଆ ଗସ୍ତରେ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ରାଜ୍ୟବାସୀଙ୍କୁ ୧୯,୬୦୦ କୋଟିର ବିଭିନ୍ନ ପ୍ରକଳ୍ପ ଭେଟିଦେବେ। ଚଣ୍ଡିଖୋଲ ସାଧାରଣ ସଭାରେ ବିଜେପି କର୍ମୀଙ୍କୁ ଉଦବୋଧନ ଦେବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes