ଆଜି ଓଡ଼ିଶା ଫେରିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର ବିମାନବନ୍ଦରରେ ନବୀନଙ୍କୁ ଭବ୍ୟ ସ୍ବାଗତ କରାଯିବ ନେଇ ବିଜେଡି ସୂଚନା ଦେଇଛି। ବିମାନବନ୍ଦରରୁ ନବୀନ ନିବାସ ଯାଏ ଶୋଭାଯାତ୍ରା ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes