ଆଜି ଓଡ଼ିଶା ଆସୁଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି।ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବକୁ ଥିବା ସମ୍ବିଧାନ ବଞ୍ଚାଅର ବିଶାଳ ସମାବେଶକୁ ସମ୍ବୋଧନ କରିବେ ଏବଂ କଂଗ୍ରେସ ଭବନରେ ନେତା-ବିଧାୟକଙ୍କ ସହ ବୈଠକ କରିବେ।
ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବରିଷ୍ଠ ନେତା ବି ଓଡ଼ିଶା ଆସୁଛନ୍ତି।
Credible Local News of Odisha