ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ପ୍ରାୟ ୧୫୮ କୋଟିର ପ୍ରକଳ୍ପ ଲୋକାର୍ପଣ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡ଼ା କଟକଣା ଜାରି ହୋଇଛି।ବିମାନବନ୍ଦର ଓ ସର୍କିଟ୍ ହାଉସ୍ ଅଂଚଳ ନୋ ଫ୍ଲାଇଂ ଜୋନ୍ ହୋଇଛି। ଟ୍ରାଇବାଲ୍ ମ୍ୟୁଜିୟମ୍ ଅଂଚଳ ମଧ୍ୟ ନୋ ଡ୍ରୋନ୍ ଜୋନ୍ ହୋଇଛି।ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।