ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ରାଜନାଥ ପୁରୀ ସଂସଦୀୟ କ୍ଷେତ୍ର ରଣପୁର ନିର୍ବାଚନମଣ୍ଡଳୀକୁ ଆସିବେ।

ପଞ୍ଚୁଦୋଳ ପଡ଼ିଆରେ ଜନସମାବେଶକୁ ସମ୍ବୋଧନ କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes