ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକରୀ

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଆଜି ଭୁବନେଶ୍ବରରେ ପହଞ୍ଚି ସିଧା ପୁରୀ ଯିବେ।

ସିଦ୍ଧମହାବୀର ରେଳ ଓଭରବ୍ରିଜର କରିବେ ଶିଳାନ୍ୟାସ। ଅପରାହ୍ନରେ ଦଳୀୟ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes