ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଛି ସ୍ମାର୍ଟ ସିଟି ଭୁବନେଶ୍ବର। ରାଜଧାନୀ ପ୍ରତିଷ୍ଠା ଦିବସରେ ସ୍କେଟିଂ କଳା କୌଶଳ ଦେଖାଇଛନ୍ତି ଛାତ୍ରଛାତ୍ରୀ। ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
Credible Local News of Odisha