ଆଜି ଆରମ୍ଭ ହେଉଛି ଯୁକ୍ତ ଦୁଇ ଖାତା ଦେଖା

ଆଜିଠାରୁ ରାଜ୍ୟର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେଉଛି l ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଜୁନ 2 ରୁ 12 ତାରିଖ ଏବଂ ଦ୍ଵିତୀୟ ପର୍ଯ୍ୟାୟ ଜୁନ 13 ତାରିଖରୁ ଆରମ୍ଭ ହେବ l
64 ଟି କେନ୍ଦ୍ରରେ ଅଫଲାଇନ ଏବଂ ଅନଲାଇନ ପାଇଁ 37 ଟି କେନ୍ଦ୍ର ପ୍ରସ୍ତୁତ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version