ଆସନ୍ତାକାଲିକାଲି ରଥଯାତ୍ରା ଥିବା ବେଳେ ଆଜି ପୁରୀରେ ପାଗ ଭଲ ରହିଥିବା ସୂଚନା ମିଳିଛି।
ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରୁ ୯/୧୦ କିମି ବେଗରେ ପବନ ବହୁଛି। ଦିନ ସାଢେ ୧୧ ସୁଦ୍ଧା ପୁରୀର ତାପମାତ୍ରା ୩୩.୮ ଓ ଆର୍ଦ୍ରତା ୬୫% ରହିଛି।
Credible Local News of Odisha