ଆଜି ଅକ୍ଷୟ ତୃତୀୟା, ରଥ ନିର୍ମାଣର ହେବ ଅନୁକୂଳ

ଅପରାହ୍ଣରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ପରେ ରଥଖଳାରେ ୩ ଧଉରା କାଠରେ ବାଜିବ କୁରାଢି। ଆଜ୍ଞାମାଳ ବିଜେ ପରେ ରଥ ନିର୍ମାଣର ହେବ ଅନୁକୂଳ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes