ଆଜିର ପେଟ୍ରୋଲ-ଡିଜେଲ ଦର

ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୧ ପଇସା କମି ୧୧୨ ଟଙ୍କା ୩୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୦ ପଇସା କମି ୧୦୨ ଟଙ୍କା ୧୪ ପଇସା ହୋଇଛି।

Leave a Comment