ଆଜିଠୁ ସ୍ନାତକ ନାମଲେଖା ଆବେଦନ

ଆଜିଠାରୁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସାମ୍ସ ପୋର୍ଟାଲରେ ନାମଲେଖା ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ କରିହେବ ସ୍ନାତକ ନାମଲେଖା ଆବେଦନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes