ଆଜିଠୁ ସ୍କୁଲ ଗାଡିର ହେବ ଫିଟନେସ୍ ଟେଷ୍ଟ

ପିଲାଙ୍କୁ ସ୍କୁଲ ଅପ-ଡାଉନ୍ କରୁଥିବା ଗାଡ଼ିର ଫିଟ୍‌ନେସ୍ ଟେଷ୍ଟ୍ ଆଜିଠୁ ଆରମ୍ଭ ହେଉଥିବା ବେଳେ ଏହା ୨୭ତାରିଖ ଯାଏଁ ଚାଲିବ।

ଫିଟନେସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଯାଞ୍ଚ କରିବା ପାଇଁ ପରିବହନ କମିଶନର ଅରୁଣ ବୋଥ୍ରା ନିର୍ଦ୍ଦେଶ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes