ଆଜିଠୁ ଭିତରକନିକା ବନ୍ଦ

ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ।

କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ୩ ମାସ ବନ୍ଦ ରହିବ କହିଛନ୍ତି କର୍ତ୍ତୃପକ୍ଷ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes