ଆଜିଠୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ

ଏଥିରେ ଜାତୀୟ କାର୍ଯ୍ୟକାରିଣୀରେ ପାରିତ ନିଷ୍ପତ୍ତି ଉପରେ ଆଲୋଚନା ହେବ।

ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ୩ କେନ୍ଦ୍ରମନ୍ତ୍ରୀ ବୈଠକରେ ଉପସ୍ଥିତି ରହିବେ। ଦଳର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନେ ବୈଠକରେ ଉପସ୍ଥିତି ରହିବେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version