ଆଜିଠୁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଆଜି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ରାଲି କରିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ସକାଳ ସାଢେ ୧୦ଟାରେ ସେ ହିଞ୍ଜିଳିରେ ପହଞ୍ଚି ଜନସମାବେଶକୁ ସମ୍ବୋଧନ କରିବେ । ପରେ ସେରଗଡ ଯାଇ ଲୋକଙ୍କୁ ସମ୍ବୋଧନ କରିବେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes