ଆଜିଠୁ ଦୁଇ ଦିନିଆ ଜାତୀୟ ସୁଶାସନ କର୍ମଶାଳା

କର୍ମଶାଳାକୁ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିରେ ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଓ ସୁଶାସନ ନେଇ ଆଲୋଚନା ହେବାକୁଥିବା ବେଳେ ସୁଶାସନ କ୍ଷେତ୍ରରେ ପିଏମ୍‌ଙ୍କ ଦ୍ବାରା ପୁରସ୍କୃତ ଅଧିକାରୀ ଯୋଗଦେବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes