ବିଏମସି କମିଶନର ଓ ଟ୍ରାଫିକ ପୁଲିସଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ବ୍ୟବସାୟୀ ସଂଘ।
ହାଟ ସମ୍ମୁଖରେ ଅସ୍ଥାୟୀ ପାର୍କିଂ କରିବା ପାଇଁ ବିଏମସି ଓ ଟ୍ରାଫିକ୍ ପୁଲିସଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳଛି। ୧୫ ଦିନ ମଧ୍ୟରେ ସ୍ଥାୟୀ ପାର୍କିଂ ବ୍ୟବସ୍ଥା କରିବ ବିଏମସି। ସୂଚନା ଅନୁସାରେ ପାର୍କିଂ ସମେତ ଜବରଦଖଲ ଓ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ।