ଆଜିଠୁ ଖୋଲିଲା ସ୍କୁଲ

୧୧ଦିନିଆ ଖରା ଛୁଟିପରେ ଆଜି ସ୍କୁଲ ଖୋଲିବା ସହ କ୍ଲାସରୁମ ପଠାପଢ଼ା ଆରମ୍ଭ ହେବ ଏବଂ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢିବେ ଛାତ୍ରଛାତ୍ରୀ ।

ଶିକ୍ଷକ ଶିକ୍ଷୟତ୍ରୀ ମାନେ ସକାଳ ୯.୩୦ରେ ସ୍କୁଲରେ ପହଞ୍ଚିବେ ଏବଂ ଅପରାହ୍ନ ୪.୩୦ପର୍ଯ୍ୟନ୍ତ ସ୍କୁଲରେ ରହିବେ ବୋଲି ଗାଇଡ଼ଲାଇନ ଜାରି କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes