ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକରଣ

OJEE -୨୦୨୬ ପାଇଁ ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ ନେଇ ବିଭାଗ ସୂଚନା ଦେଇଛି। ମେ ୪, ୫, ୭, ୮, ୯ ତାରିଖରେ ଆପାତତଃ ପରୀକ୍ଷା ଅନୁଷ୍ଠିତ ହେବ। OJEE ୱେବସାଇଟ୍‌ ojee.nic.inରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes