ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ

୧୦ ତାରିଖରୁ ବିଭିନ୍ନ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୧ ତାରିଖରେ ଗୃହରେ ବଜେଟ୍ ପାରିତ ହେବାର ଅଛି। ଏପ୍ରିଲ୍‌ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ। ପ୍ରଥମ ପର୍ଯ୍ୟାୟରେ ସ୍ବାଭାବିକ ଭାବେ ଚାଲି ନଥିଲା ଗୃହ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes