୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେବ ପୌରାଣିକ କଥାବସ୍ତୁ। ଆଜିଠାରୁ ବରଗଡ ପାଲଟିବ ମଥୁରା ନଗରୀ, ଅମ୍ବାପଲୀ ହେବ ଗୋପପୁର।
ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
Credible Local News of Odisha