ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ

ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି l ଅଧିବେଶନରେ ବଜେଟ ଉପସ୍ଥାପନ ହେବ l
ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ 7 ତାରିଖରେ ଶେଷ ହେବ ଏବଂ ଦ୍ଵିତୀୟ ପର୍ଯ୍ୟାୟ ଜୁଲାଇ 13 ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ 4 ତାରିଖରେ ଶେଷ ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes