ଆଗାମୀ ୭ ଦିନ ଯାଏଁ ୫୮ଟି ସବଡିଭିଜନରେ ଆନ୍ଦୋଳନ କରିବୁ: ଲେଖାଶ୍ରୀ

ଅର୍ଚ୍ଚନା ନାଗ ଓ ସ୍ବର୍ଗତ ଧର୍ମେନ୍ଦ୍ର ସାହୁ ମାମଲାରେ ପୁଲିସ ତଦନ୍ତକୁ ନେଇ ସନ୍ଦେହ ଥିବାରୁ ଆଗାମୀ ୭ ଦିନ ଯାଏଁ ୫୮ଟି ସବଡିଭିଜନରେ ବିଜେପି ଆନ୍ଦୋଳନ କରିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେପି ସା.ସମ୍ପାଦିକା ଲେଖାଶ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes