ହାଲୁକାରୁ ପ୍ରବଳ ବର୍ଷା ନେଇ ୨୭ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ୭ରୁ ୮ ଯାଏ ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ୪ ଜିଲ୍ଲା ହେଲା କେନ୍ଦୁଝର, ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ। ଆସନ୍ତା ୧୦ ତାରିଖ ଯାଏ ବର୍ଷାର ରହିବ ପ୍ରଭାବ।