ଆଖି ଧରିଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ

ଆଖି ଧରା ଲାଗି ସ୍କୁଲ୍‌କୁ ନିର୍ଦ୍ଦେଶାବଳୀ ଜାରି ହୋଇପାରେ ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କଠାରେ ଅଧିକ ଆଖିଧରା ଦେଖାଯାଉଛି, କେତେ ଛାତ୍ରଛାତ୍ରୀ ସଂକ୍ରମିତ ହେଉଛନ୍ତି ତଥ୍ୟ ଆସି ନାହିଁ, ତଥ୍ୟ ଆସିବା ପରେ ଆବଶ୍ୟକ ପଡ଼ିଲେ ସ୍କୁଲ ଲାଗି ନିର୍ଦ୍ଦେଶାବଳୀ ଆସିବ, ଅଭିଭାବକଙ୍କୁ ଅନୁରୋଧ ଆଖି ଧରିଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ ବୋଲି ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes