ଆକାଉଣ୍ଟକୁ ରିଟ୍ରିଭ୍‌ କରିବା ପାଇଁ ନିଆଗଲା ପଦକ୍ଷେପ

ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ଘଟଣାରେ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇବା ସହ ଆକାଉଣ୍ଟକୁ ରିଟ୍ରିଭ୍‌ କରିବା ପାଇଁ ନିଆଗଲା ପଦକ୍ଷେପ।

ଆକାଉଣ୍ଟରେ ଅଶ୍ଲୀଳ ଓ ବେଟିଂ ଭିଡ଼ିଓ ଅପଲୋଡ୍‌ ହୋଇଥିଲା। କିଏ ହ୍ୟାକର ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes