ଆଉ ୨ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଗତକାଲି ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି।

କମିବ ତାପମାତ୍ରା, ୨୩ ତାରିଖରୁ ପ୍ରବଳ ବର୍ଷିପାରେ। ଜୁନ୍ ୨୦ ସୁଦ୍ଧା ରାଜ୍ୟରେ ୭୬% କମ୍ ବର୍ଷା ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes