ଆଜି ଭୁବନେଶ୍ବର ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ ହୋଇଛି। ୪୪.୪ ଡିଗ୍ରୀରେ ସିଝୁଛି ଝାରସୁଗୁଡ଼ା। ସମ୍ବଲପୁର ହୀରାକୁଦ ତାପମାତ୍ରା ମଧ୍ୟ ୪୪ ଡିଗ୍ରୀ ଛୁଇଁଲା।
କେନ୍ଦୁଝର ୪୦.୮, ରାଉରକେଲା ୪୦.୬ ଡିଗ୍ରୀ ରେକର୍ଡ ହୋଇଛି।
Credible Local News of Odisha