ବାରିପଦା ହଷ୍ଟେଲ୍ରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଉ ଜଣେ ଛାତ୍ରୀଙ୍କୁ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଛି।
ରାସଗୋବିନ୍ଦପୁର କାକବନ୍ଧ ଆଶ୍ରମ ସ୍କୁଲରେ ଘଟିଥିଲା ଅଘଟଣ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍କୁଲ୍କୁ ଯାଇ ତଦନ୍ତ କରୁଛନ୍ତି କେନ୍ଦ୍ରାଞ୍ଚଳ RDC।