ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ ଏଏସଆଇ ଗୋପାଳ ଦାସକୁ ଆଉ ଚାରି ଦିନ ରିମାଣ୍ଡରେ ନେବାକୁ ଆଜି କ୍ରାଇମ ବ୍ରାଞ୍ଚକୁ କୋର୍ଟ ଅନୁମତି ଦେଇଛନ୍ତି l
ପୁର୍ବରୁ ମଧ୍ୟ ଚାରି ଦିନ ରିମାଣ୍ଡ ଅନୁମତି ମିଳିଥିଲା ଯାହାର ଅବଧି ଆଜି ଶେଷ ହୋଇଛି l
Credible Local News of Odisha