ଏସସିବି ମେଡିସିନ୍ ବିଭାଗ ICU ବେଡ୍ରୁ ରୋଗୀ ପଡ଼ିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମେଡିକାଲ୍ କର୍ତ୍ତୃପକ୍ଷ।
ଯେଉଁମାନେ ଡ୍ୟୁଟିରେ ଥିଲେ ସେମାନଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଥିବା ନେଇ ସୂଚନା ଦେଲେ SCB ଅତିରିକ୍ତ ଅଧୀକ୍ଷକ।
Credible Local News of Odisha