ଆଇସିଆଇସିଆଇ ଫାଉଣ୍ଡେସନ ଦେଲା ଆମ୍ବୁଲାନ୍ସ

ଆଜି ଆଇସିଆଇସିଆଇ ଫାଉଣ୍ଡେସନ ଓ ଆଇସିଆଇସିଆଇ ବ୍ୟାଙ୍କ ବାରିପଦା ତରଫରୁ ଜିଲ୍ଲା ପ୍ରଶାସନକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି।

ବାରିପଦା ଶାଖା ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପତାକା ଦେଖାଇ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes