ଆଇପିଏସ ଡି.ଏସ୍‌ କୁଟ୍ଟେଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି

କୁଟ୍ଟେଙ୍କୁ ନିର୍ବାଚନ କାର୍ଯ୍ୟରେ ନ ଲଗାଇବାକୁ ECI ନିର୍ଦ୍ଦେଶ କରିଛନ୍ତି, କିନ୍ତୁ କୁଟ୍ଟେ ଏସ୍‌ପି, ଆଇଆଇସିଙ୍କୁ ଫୋନ୍‌ କରି ଦଳୀୟ କାର୍ଯ୍ୟ କରାଉଛନ୍ତି କହିଛନ୍ତି ପୂର୍ବତନ ସଭାପତି ସମୀର ମହାନ୍ତି।

ରାଜ୍ୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଛି।କୁଟ୍ଟେଙ୍କ ସବୁ ମୋବାଇଲ ସିଜ୍‌ କରି ସିଡିଆର ଯାଞ୍ଚ କରାଯାଉ କହିଛନ୍ତି ସମୀର ମହାନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes