ଆଇଜିପି କମ୍ୟୁନିକେସନ୍ ଭାବେ ଗଜଭିୟେଙ୍କୁ ନିଯୁକ୍ତି

୨୦୦୨ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀ ଗଜଭିୟେଙ୍କୁ ଆଜି ରାଜ୍ୟ ସରକାର ଆଇଜିପି କମ୍ୟୁନିକେସନ୍ ଭାବେ ନିଯୁକ୍ତ କରିଛନ୍ତି।

ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଆଜି ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes