ଆଇଗିଣିଆରେ ଆମୋନିଆ ଗ୍ୟାସ୍‌ ଲିକ୍‌

ଭୁବନେଶ୍ୱର ଆଇଗିଣିଆ ଆଳୁଗଦିର ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ ଲିକ୍‌ ଯୋଗୁଁ ପୋଡୁଛି ଆଖି। ଏନେଇ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି।

ଅନ୍ୟପଟେ ଗ୍ୟାସ ଲିକ୍‌କୁ ଆୟତ୍ତ କଲା ଅଗ୍ନିଶମ ବାହିନୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes